Hello ସାଙ୍ଗମାନେ....କଣ ଆପଣ ଓଡ଼ିଆ ରେ ଓ ଇଂରାଜୀ ରେ କେଉଁ ସମୟକୁ କଣ କୁହାଯାଏ ତାହା ଜାଣିଛନ୍ତି କି । ଏହି ଲେଖାରେ ଆମେ ଓଡ଼ିଆ ଓ ଇଂରାଜୀରେ ରେ କେଉଁ ସମୟକୁ କଣ କୁହାଯାଏ, ସେ ବିଷୟରେ ଜାଣିବା। ତେବେ ଆସନ୍ତୁ ଆରମ୍ଭ କରିବା....
- Time - ସମୟ
- Morning - ସକାଳ
- Afternoon - ଅପରାହ୍ନ
- Dawn - ଗୋଧୂଳି ସମୟ
- Evening- ସନ୍ଧ୍ୟା
- Night - ରାତି, ରଜନୀ
- Midnight - ମଧ୍ୟ ରାତ୍ରି
- Past - ପୂର୍ବ
- Day - ଦିନ
- Today - ଆଜିଦିନ
- Yesterday - ଗଲାକାଲି
- Tomorrow - ଆସନ୍ତା କାଲି
- Very often - ଅନେକ ସମୟରେ
- After a long time - ଅନେକ ଦିନ ପରେ
- Eternity - ଅନନ୍ତକାଳ
- Day after tomorrow ଆଗମୀ ପରଦିନ
- To night - ଆଜି ରାତ୍ର
- This day - ଆଜିର ବାର
- During the time - କଥିତ ସମୟରେ
- Rarely/ Occasionally - କ୍ଵଚିତ
- Dusk/Twilight ଗୋଧୂଳି ସମୟ
- Last night - ଗତ ରାତ୍ର
- Last day - ଗତ ଦିନ
- Day before yesterday - ଗତ ପରଦିନ
- In an auspicious day - ଗୋଟିଏ ଶୁଭ ଦିନରେ
- In an evil day - ଗୋଟିଏ ଦୁର୍ଦ୍ଦିନରେ
- Moonlit night - ଚାନ୍ଦିନୀ ରାତି
- Ever - ଚିର କାଳ
- Holiday - ଛୁଟି ଦିନ
- A stromy day - ଝଡ଼ବତାସ ଦିନ
- Just at the time - ଠିକ୍ ସମୟରେ
- Hour - ଘଣ୍ଟା
- Date - ତାରିଖ
- Day - ଦିନ
- Day time - ଦିବା ଭାଗ
- The close of the day - ଦିନ ଶେଷ
- Some day - ଦିନେ ନା ଦିନେ
- From day to day - ଦିନକୁ ଦିନ
- Every alternate day - ଦିନେ ଛଡ଼ା ଦିନେ
- Throughout the day - ଦିନ ତମାମ
- Noon - ଦିନ ଦୁଇପ୍ରହର , ମଧ୍ୟାହ୍ନ
- Daily - ଦୈନିକ
- By day - ଦିନ ବେଳେ
- In broad daylight - ଦିନ ଦ୍ୱିପ୍ରହର ରେ
- Birthday - ଜନ୍ମଦିନ
- Festive day - ପର୍ବ ଦିନ
- Forenight - ପ୍ରଥମ ପ୍ରହର ରାତି
- Every hour - ପ୍ରତି ଘଣ୍ଟା
- Every minute - ପ୍ରତି ମିନିଟ୍
- Every month - ପ୍ରତି ମାସ
- Generation - ପୁରୁଷେ ସମୟ
- Epoch - ପ୍ରସିଦ୍ଧ ସମୟ
- Year - ବର୍ଷ
- Present - ବର୍ତ୍ତମାନ
- Often - ବାରମ୍ବାର
- Yearly - ବାର୍ଷିକ
- Future - ଭବିଷ୍ୟତ
- Early in the morning - ଭୋର୍
- Moment - ମୁହୂର୍ତ୍ତ
- Monthly - ମାସିକ
- Cloudy day - ମେଘୁଆ ଦିନ
- Sunrise - ସୂର୍ଯ୍ୟୋଦୟ
- Sunset - ସୂର୍ଯ୍ୟାସ୍ତ
- Equinox - ସମାନ ଦିନ ଓ ରାତି
ଆଜି ଏହି ଲେଖାରେ ଆମେ କେଉଁ ସମୟ କୁ କଣ କୁହାଯାଏ,ସେ ବିଷୟରେ ଓଡ଼ିଆ ଓ ଇଂରାଜୀରେ ଜଣିଲେ।
No comments:
Post a Comment